ପିଲେଇବା Pileibā

  • ଦେ. କ୍ରି. — ପ୍ରୟୋଗ କରିବା — To apply
  • ଦେ. କ୍ରି. — (ବୁଦା ଆଦି ସତେଜ ହୋଇ) କୁଆଁ ମାରିବା — (a bush) To shoot forth sprouts
  • ପ୍ରାଦେ. (ଗଡ଼ଜାତ) (ବେଉଷଣପରେ ଧାନଗଛ) ମୂଳରୁ ଏକାଧିକ କୁଆଁ ଦେଇ ବୁଦାଳିଆ ହୋଇ ଉଠିବା — (the paddy plant) To sprout into bushy shoots after puddling