ପିଲେଇତୀ Pileitī

  • ଦେ. ବି. (ସ୍ତ୍ରୀ) — ପିଲାବାଲୀ; ପ୍ରସୂତି; ସନ୍ତାନବତୀ ସ୍ତ୍ରୀ; ଯେଉଁ ସ୍ତ୍ରୀର କ୍ରୋଡ଼ରେ ପିଲା ଥାଏ; ଦୁଗ୍ଧପୋଷ୍ୟ ସନ୍ତାନବତୀ ସ୍ତ୍ରୀ — A woman having a sucking child
  • ଦେ. ବି. (ସ୍ତ୍ରୀ) — ବହୁ ସନ୍ତାନ ସନ୍ତତିଙ୍କ ମାତା — Mother of many children