ପିଲ୍ଲ Pilla

  • ସଂ. ବିଣ. ପୁଂ — କ୍ଳିନ୍ନଚକ୍ଷୁ; ଯାହାର ଆଖି ସବୁବେଳେ ଲେନ୍ଦେରାଯୁକ୍ତ — Blear-eyed
  • ସଂ. ବି — ନେତ୍ର ରୋଗବିଶେଷ — An eye- disease