ପିଧାନକ Pidhānaka

  • ସଂ. ବି. (ପିଧାନ+ସ୍ୱାର୍ଥେ. କ) — ଖଡ୍ଗକୋଷ — A sheath
  • ସଂ. ବି. (ପିଧାନ+ସ୍ୱାର୍ଥେ. କ) — ଗିନା ବା ଗିଲାସର ସରପୋଷ — A lid for a glass or crucible