ପିତ୍ର୍ୟ Pitrya
- ସଂ. ବିଣ. (ପିତୃ+ଯ) — ପୈତୃକ — Paternal; ancestral
- ସଂ. ବିଣ. (ପିତୃ+ଯ) — ପିତାଙ୍କଠାରୁ ପ୍ରାପ୍ତ — Inherited from father
- ସଂ. ବିଣ. (ପିତୃ+ଯ) — ପିତୃଗଣ ନିମନ୍ତେ ଉତ୍ସୃଷ୍ଟ — Dedicated to the manes
- ସଂ. ବିଣ. (ପିତୃ+ଯ) — ଶ୍ରାଦ୍ଧ ତର୍ପଣାଦି ପିତୃକର୍ମରେ ପ୍ରଶସ୍ତ — Sacred to the manes
- ସଂ. ବି. — ଦଦେଇ, ଜ୍ୟେଷ୍ଠ ତାତ, ଜ୍ୟେଷ୍ଠ ପିତୃବ୍ୟ, ଦେଡ଼ୁତା — Father's elder brother
- ସଂ. ବି. — ମାଷ; ବିରି — A kind of kidney bean
- ସଂ. ବି. — ମଧୁ — Honey
- ସଂ. ବି. — ପିତୃତୀର୍ଥ; ଅଙ୍ଗୁଷ୍ଠ ଓ ତର୍ଜନୀ ମୂଳ ମଧ୍ୟସ୍ଥ କରତଳ — The portion of a palm of hand between the root of the index finger and that of the thumb
- ସଂ. ବି. — ବଡ ଭାଇ (ହି. ଶ) — elder brother