ପିଧାନ Pidhāna
- ସଂ. ବି. (ଅପି=ନିଶ୍ଚିତ ରୂପେ+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ଅପିଧାନ; ଆଚ୍ଛାଦନ; ଆବରଣ — A cover
- ସଂ. ବି. (ଅପି=ନିଶ୍ଚିତ ରୂପେ+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ବକ୍କଳ ପିଧାନ ପୁଣି ଶାଖା ରଞ୍ଜନରେ—ଭଞ୍ଜ, ବୈଦେହୀଶବିଳାସ
- ସଂ. ବି. (ଅପି=ନିଶ୍ଚିତ ରୂପେ+ଧା ଧାତୁ=ଧାରଣ କରିବା+ ଭାବ. ଅନ) — (+କରଣ. ଅନ) ଢାଙ୍କୁଣୀ — Lid
- ସଂ. ବି. (ଅପି=ନିଶ୍ଚିତ ରୂପେ+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ଘୋଡ଼ଣୀ — A covering
- ସଂ. ବି. (ଅପି=ନିଶ୍ଚିତ ରୂପେ+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ଖଣ୍ଡାର ଖାପ; ଅସିକୋଷ — Sheath
- ସଂ. ବି. (ଅପି=ନିଶ୍ଚିତ ରୂପେ+ଧା ଧାତୁ=ଧାରଣ କରିବା+ ଭାବ. ଅନ) — କଟି ଦେଶେ ବିଲମ୍ବିତ କଟାରୀ ପିଧାନେ। ରାଧାନାଥ, ମହାଯାତ୍ରା।
- ସଂ. ବି. (ଅପି=ନିଶ୍ଚିତ ରୂପେ+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ଆବରଣ; ବସ୍ତ୍ର; ରେପର — Wrapper; winding sheet
- ସଂ. ବି. (ଅପି=ନିଶ୍ଚିତ ରୂପେ+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ଅଙ୍ଗରଖା; କୁର୍ତ୍ତା — Coat; over coat
- ସଂ. ବି. (ଅପି=ନିଶ୍ଚିତ ରୂପେ+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ପଲମ; ପିହାଣ; ତେଲଉଣୀ — A pan or lid for an earthen pot