ପିଣ୍ଡାର Piṇḍāra
- ସଂ. ବି — ଶାକବିଶେଷ — A kind of pot herb
- ସଂ. ବି — [ଦ୍ର—ଏହା ଶୀତଳ ଓ ପିତ୍ତନାଶକ। ହି. ଶ.]
- ସଂ. ବି — କ୍ଷପଣକ (ହି. ଶ.) — A Buddhist mendicant
- ସଂ. ବି — ଗୋପ; ଗୋରୁ ଜଗୁଆଳ (ହି. ଶ.) — Cowherd
- ସଂ. ବି — ବିକଙ୍କତ ବୃକ୍ଷ (ହି. ଶ.); ଭଇଞ୍ଚ (ଦେଖ) — Bhain̄cha (See)