ପିଣ୍ଡାଳୁ Piṇḍāḻu

  • ସଂ. ବି — ହାତିଖୋଜିଆ ଦେଶୀ ଆଳୁ — Yam; sweet potato; Discova Globosa; Batatas Esculatus
  • ସଂ. ବି — [ଦ୍ର— ଏହାର ମୂଳ ହାତୀ ଗୋଡ଼ତଳ ଭଳି ଗୋଲ; ଏହି ଆଳୁକୁ ତିଅଣ କରି ଖିଆଯାଏ। ବୈଦ୍ୟକ ମତରେ ଏହା ମଧୁରରସ, ଶୀତବୀର୍ଯ୍ୟ ବୃଷ୍ୟ, ସନ୍ତର୍ପଣ। ଏହା ମୂତ୍ର— କୃଛ୍ର, ଦାହ, ଶୋଷ ଓ ପ୍ରମେହ ନାଶକ।]