ପିଟିବା Piṭibā
- ଦେ. କ୍ରି. (ପିଟ ବା ପିଟ୍ଟ ଧାତୁ=କୁଟିବା; ତୁଳ. ସଂ. ପୀଡ଼ ଧାତୁ) — ଉପର୍ଯ୍ୟୁପରି ଆଘାତ କରିବା; ସଂଘାତ କରିବା — To ram; to strike repeatedly
- ଦେ. କ୍ରି. (ପିଟ ବା ପିଟ୍ଟ ଧାତୁ=କୁଟିବା; ତୁଳ. ସଂ. ପୀଡ଼ ଧାତୁ) — ହାତୁଡ଼ିରେ ଧାତୁ ଆଦିକୁ ଆଘାତ କରିବା — To hammer
- ଦେ. କ୍ରି. (ପିଟ ବା ପିଟ୍ଟ ଧାତୁ=କୁଟିବା; ତୁଳ. ସଂ. ପୀଡ଼ ଧାତୁ) — ବାଡ଼େଇବା; ପ୍ରହାର କରିବା; ଯଷ୍ଟି ଦ୍ୱାରା ଆଘାତ କରିବା — To thrash; to beat with a stick
- ଦେ. କ୍ରି. (ପିଟ ବା ପିଟ୍ଟ ଧାତୁ=କୁଟିବା; ତୁଳ. ସଂ. ପୀଡ଼ ଧାତୁ) — ମୋଦ ପୀୟୂଷ ଘଟି ପିଟିଲାରେ। କବିସୂର୍ଯ୍ୟ, ସଙ୍ଗୀତ।
- ଦେ. କ୍ରି. (ପିଟ ବା ପିଟ୍ଟ ଧାତୁ=କୁଟିବା; ତୁଳ. ସଂ. ପୀଡ଼ ଧାତୁ) — ଭୂମିରେ ଆଘାତ କରିବା — To strike on the ground
- ଦେ. କ୍ରି. (ପିଟ ବା ପିଟ୍ଟ ଧାତୁ=କୁଟିବା; ତୁଳ. ସଂ. ପୀଡ଼ ଧାତୁ) — (ଯଥା—ମୁଣ୍ଡ ପିଟିବା।)
- ଦେ. କ୍ରି. (ପିଟ ବା ପିଟ୍ଟ ଧାତୁ=କୁଟିବା; ତୁଳ. ସଂ. ପୀଡ଼ ଧାତୁ) — ଆନଦ୍ଧ ବାଦ୍ୟରେ ହାତ ବା କାଠି ଆଦି ଆଘାତ କରିବା — To beat a drum
- ଦେ. କ୍ରି. (ପିଟ ବା ପିଟ୍ଟ ଧାତୁ=କୁଟିବା; ତୁଳ. ସଂ. ପୀଡ଼ ଧାତୁ) — ହୋଇ କାମରାଜ ପିଟେ କିବା ବାଇଦା କୃଷ୍ଣସିଂହ, ମହାଭାରତ, ସଭା।