ପିଟ୍ Piṭ

  • ବୈଦେ. ବି. (ଇଂ.) — ରଙ୍ଗମଞ୍ଚର ସନ୍ନିଧିରେ ପ୍ରଥମ ଶ୍ରେଣୀର ବିଶିଷ୍ଟ ଭଦ୍ରଲୋକମାନଙ୍କ ବସିବା ପାଇଁ ବେଞ୍ଚ, କୁରୁଚି ଆଦି ପଡ଼ିବା ନିମନ୍ତେ ଖୋଳା ଯାଇଥିବା ଗର୍ତ୍ତ — Pit (in a theatre hall)