ପିଟିସନ୍ ରାଇଟର୍ Piṭisan rāiṭar

  • ବୈଦେ. ବି. (ଇଂ)—(କଚିରିଆ) — ଦରଖାସ୍ତ ଲେଖକ; ନବସିନ୍ଧା — Writer or scribe of a petition
  • ବୈଦେ. ବି. (ଇଂ)—(କଚିରିଆ) — (ସମ୍ବଲପୁରରେ ବ୍ୟବହୃତ ଅର୍ଥ)—କଚେରୀରେ ଯେଉଁମାନେ ପକ୍ଷମାନଙ୍କ ନିମନ୍ତେ ଦରଖାସ୍ତ ଲେଖନ୍ତି ଓ ତଦ୍ପିର୍ କରନ୍ତି — Petition writer working in court