ପିଟି ହେବା Piṭi hebā

  • ଦେ. କ୍ରି. — ନିଜେ ବାଡ଼େଇ ହେବା — To strike (one's self)
  • ଦେ. କ୍ରି. — ପ୍ରାଣକୁ ଛାଡ଼ି ଦେଲା ପିଟି ହୋଇ ତଳେ। କୃଷ୍ଣସିଂହ, ମହାଭାରତ ବନ।
  • ଦେ. କ୍ରି. — ପିଟା ଯାଇ ପାରିବା — To be beaten
  • ଦେ. କ୍ରି. — (ଯଥା—ଏ ଟାଣୁଆ ଲୁହା ପିଟି ହେଉ ନାହିଁ।)