ପିଛାଲ୍ Pichhāl

  • ପ୍ରାଦେ. (ସମ୍ବଲପୁର) ବି — ଚାଳ ଘରର ଓଳି — The eaves of a thatched house
  • ପ୍ରାଦେ. (ସମ୍ବଲପୁର) ବି — ଘରେ ନାହିଁ ବରହମ୍ ଝାଟ୍, ପିଛାଲ୍ଆଡ଼େ ମେଛା ଆଁଟ—ଢଗ।
  • ପ୍ରାଦେ. (ସମ୍ବଲପୁର) ବି — (ତୁଳ. ଏହି ଅର୍ଥରେ ହି. ପିଛୱାଡ଼ା) ଘରର ପଛଆଡ଼; ବାଡ଼ିଆଡ଼ — Back side of the house