ପିଛାଡ଼ି Pichhāṟḍ̠i
- ଦେ. ବିଣ. (ସଂ. ପଶ୍ଚାତ) — ପଶ୍ଚାଦ୍ଭାଗସ୍ଥ — Pertaining to the rear; postern
- ଦେ. ବିଣ. (ସଂ. ପଶ୍ଚାତ) — ପଛ ଗୋଡ଼ ସମ୍ବନ୍ଧୀୟ — Pertaining to the hind leg
- ଦେ. ବି — ପିଛାଡ଼ (ଦେଖ) — Pichhāṟḍ̠a (See)
- ଦେ. ବି — ଘୋଡ଼ାର ପଛ ଗୋଡ଼ ବନ୍ଧାହେବା ଦଉଡ଼ା — The ropes for tying the postern legs of a horse
- ଦେ. ବି — ପଶୁର (ଘୋଡ଼ାର) ପଛ ଗୋଡ଼ — The hind legs of a beast
- ଦେ. ବି — (ଜାହାଜିଆ ଶବ୍ଦ) ପଶ୍ଚିମଦିଗ — (nautical) West (mariner's compass)
- ଦେ. ବି — ଗାଡ଼ିରେ ଲାଗିଥିବା ବଳଦଙ୍କ ପିଚା ଚକଦ୍ୱାରା ଘଷି ନ ହେବା ପାଇଁ ଦଣ୍ଡା ଦେହରେ ବନ୍ଧା ଯାଇଥିବା ବାଉଁଶଖଣ୍ଡ (ଯାହା କି ବଳଦଙ୍କ ପିଚା ଓ ଚକ ମଧ୍ୟରେ ଥାଏ) — A piece of bamboo tied to the shafts of a cart to save the posteriors of the bullocks from being hurt by the moving wheels