ପିଛା ଧରିବା Pichhā dharibā

  • ଦେ. କ୍ରି — ପଛେ ପଛେ ଯିବା — To follow
  • ଦେ. କ୍ରି — (ଶିକାରୀ) କୌଣସି ଜୀବ ଯାଇଥିବା ବାଟକୁ ଉଣ୍ଡି ତା ପଛେ ପଛେ ଯିବା — To follow an animal on its track
  • ଦେ. କ୍ରି — ଆଶ୍ରୟ ବା ଅନୁଗ୍ରହାର୍ଥ କୌଣସି ବ୍ୟକ୍ତିର ସଙ୍ଗେ ଗୋଡ଼ାଇବା — To dance attendance upon a person for some favour