ପିଛିଲା Pichhilā

  • ଦେ. ବିଣ. (ସଂ. ପଶ୍ଚାତ୍) — ପଛିଲା; ପଶ୍ଚାଦ୍ଭାଗରେ ଥିବା; ପଶ୍ଚାଦ୍ବର୍ତ୍ତୀ — Situate behind
  • ଦେ. ବିଣ. (ସଂ. ପଶ୍ଚାତ୍) — ପଛଆଡ଼େ ଆସୁଥିବା — Following; coming in the rear
  • ଦେ. ବିଣ. (ସଂ. ପଶ୍ଚାତ୍) — ପୂର୍ବବର୍ତ୍ତୀ — Preceding; previous
  • ଦେ. ବିଣ. (ସଂ. ପଶ୍ଚାତ୍) — ବିଗତ କାଳୀନ — Past; arrear
  • ଦେ. ବି — ପଶ୍ଚାଦ୍ଭାଗ — Hind part
  • ଦେ. ବି — ପଛଆଡ଼ — The rear
  • ଦେ. ବି — ଅତୀତ କାଳ — The past