ପିଛୁଳାଇବା Pichhuḻāibā

  • ଦେ. କ୍ରି. (ସଂ. ପ୍ରକ୍ଷାଳନ) — ଅଇଁଠା ବାସନକୁ ପାଉଁଶ ଆଦିରେ ନ ମାଜି କେବଳ ମାତ୍ର ପାଣିରେ ଧୋଇଦେବା — To wash superficially a utensil which has been used in taking meals