ପିଅର Piara

  • ଦେ. ବି. (ସଂ. ପିତୃ) — ପିତା — Father
  • ଦେ. ବି. (ସଂ. ପିତୃ) — ଯେହୁ ସେ ମାତା ପିତା ବେନି ସଂସାର ପିଅର ଜନନୀ। ଯଶୋବନ୍ତ, ପ୍ରେମଭକ୍ତି ବ୍ରହ୍ମଗୀତା।
  • ଦେ. ବି. (ସଂ. ପିତୃ) — (ସଂ. ପ୍ରିୟ)—ପ୍ରିୟତମ ବ୍ୟକ୍ତି — Dearest person