ପି. ଏମ୍. ଏକାଡ଼େମୀ Pi. em. ekāḍemī
- ବୈଦେ. ବି—(ଦେଶୀୟ ନାମ ପିଆରୀ ମୋହନର ସାଙ୍କେତିକ+ଇଂ ଆକାଡେମୀ) — କଟକରେ ସ୍ୱର୍ଗୀୟ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ପ୍ରତିଷ୍ଠିତ ହାଇସ୍କୁଲର ସାଙ୍କେତିକ — P M. Academy, the High English School at Cuttack started by the late Babu Peary Mohan Acharya and called the Peary Mohan Academy