ପି. ଏମ୍. ଜି Pi. em. ji

  • ବୈଦେ. ବି—(ଇଂରାଜୀ ଶବ୍ଦତ୍ରୟର ସାଙ୍କେତିକ) — ପୋଷ୍ଟମାଷ୍ଟର ଜେନେରାଲ; ଡାକ ବିଭାଗର ପ୍ରାଦେଶିକ ସର୍ବୋଚ୍ଚ କର୍ମଚାରୀ — P. M. G; Post Master General