ପିଅଁଳା Piañḻā

  • ଗ୍ରା. ବି. (ସଂ. ପିଙ୍ଗଳା) — ପିଙ୍ଗଳା ନାଡ଼ୀ; ଶରୀର ମଧ୍ୟସ୍ଥ 3 ଗୋଟି ପ୍ରଧାନ ନାଡ଼ୀ ମଧ୍ୟରୁ ଏକତମ — ପିଙ୍ଗଳା ନାଡ଼ୀ; ଶରୀର ମଧ୍ୟସ୍ଥ3ଗୋଟି ପ୍ରଧାନ ନାଡ଼ୀ ମଧ୍ୟରୁ ଏକତମ— One of the 3 vital veins of the body
  • ଗ୍ରା. ବି. (ସଂ. ପିଙ୍ଗଳା) — ଇଅଁଳା ପିଅଁଳା ସୁଷୁମ୍ନା ତିନି ଗଙ୍ଗା ଯମୁନା ସରସ୍ୱତୀ ଘେନି। ପ୍ରାଚୀ, ପରଚେଗୀତା।
  • ଗ୍ରା. ବି. (ସଂ. ପିଙ୍ଗଳା) — [ଦ୍ର—ଈଡ଼ା, ପିଙ୍ଗଳା, ଓ ସୁଷୁମ୍ନା ନାଡ଼ିମାନଙ୍କୁ ଭାଷାରେ ଯଥାକ୍ରମେ ଇଅଁଳା, ପିଅଁଳା ଓ ଶିଶୁମୁଣା ବୋଲି କହନ୍ତି। ]