ପାହୁଲ Pāhula

  • ଦେ. ବି. (ସଂ. ପାଦରୁ) — ପାହୁଣ୍ଡ; ପାଉଲ; ପାଦଚିହ୍ନ — Foot-step
  • ଦେ. ବି. (ସଂ. ପାଦରୁ) — ବ୍ୟଗ୍ରେ ଗୌଣେ ଆସୁଁ ମାର୍ଗରେ କେଦାର ଦେଖିଲା ବ୍ୟାଘ୍ର ପାହୁଲ। ରାଧାନାଥ. କେଦାରଗୌରୀ।
  • ଦେ. ବି. (ସଂ. ପାଦରୁ) — ଲାଠି ଖେଳିବା ମଲ୍ଲ ହାତରେ ଯଷ୍ଟି ଧରି ବକ୍ରଗତିରେ ବଡ଼ ବଡ଼ ପାହୁଣ୍ଡ ପକାଇ ଅଗ୍ରସର ହେବା — Act of stepping in big steps done by a stick player
  • ଦେ. ବି. (ସଂ. ପାଦରୁ) — ଶିଖ ଧର୍ମରେ ଦୀକ୍ଷିତ ବ୍ୟକ୍ତିର ଶିଖ ଧର୍ମ ଦୀକ୍ଷାଗ୍ରହଣ — The initiation of a person into Sikh religion