ପାହୁରାଣୀ Pāhurāṇī

  • ଦେ. ବି (ସଂ. ପ୍ରହାରିଣୀ) — ପାଉରାଣୀ; ଧାନ କୁଟିବା— ମୁଷଳ — A pestle to pound or husk Corn
  • ଦେ. ବି (ସଂ. ପ୍ରହାରିଣୀ) — ଢିଙ୍କିର ପାହାର — The pestle of a Dhiṅki
  • ଦେ. ବି (ସଂ. ପ୍ରହାରିଣୀ) — ଛୋଟ ଠେଙ୍ଗା; ଠେଙ୍ଗଣୀ — A small lathi cudgel
  • ଦେ. ବି (ସଂ. ପ୍ରହାରିଣୀ) — ଉଲୂଖଳ ମୁଷଳ; ଧାନରୁ ଚାଉଳ ବାହାର କରିବା ଏବଂ ଚାଉଳ ଓ ଡାଲି ଆଦିକୁ କାଣ୍ଡିବା ପାଇଁ ଦକ୍ଷିଣରେ ବ୍ୟବହୃତ ପଥର ବା କାଠର ହେମଦସ୍ତା ଓ କାଠର ଲମ୍ବ ପୁଆ — A pestle and mortar to thresh and bruise paddy into rice
  • ଦେ. ବି (ସଂ. ପ୍ରହାରିଣୀ) — [ଦ୍ର—ବୈଦିକଯୁଗରେ ଋଷିମାନେ ଏହାଦ୍ୱାରା ଧାନ କୁଟୁଥିଲେ କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ଏହା ପରିବର୍ତ୍ତେ ଢିଙ୍କି ବ୍ୟବହୃତ ହେଉଥିଲେହେଁ ଦାକ୍ଷିଣାତ୍ୟରେ ଏହା ଚଳି ଆସୁଅଛି। ଏ ଦେଶକୁ ଆସୁଥିବା ଦକ୍ଷିଣିଆ, ମାଟିଆ ଓ ସବାଖିଆ କେଳାମାନେ ଏହାଦ୍ୱାରା ଧାନ କୁଟନ୍ତି ଓ ଚାଉଳ କାଣ୍ଡନ୍ତି। ]