ପାହୁଲ ପକେଇବା Pāhula pakeibā

  • ଦେ. କ୍ରି — ଧୀରେ ଧୀରେ ପଦକ୍ଷେପ କରିବା — To walk with slow strides or steps (said of elephants)
  • ଦେ. କ୍ରି — [ଦ୍ର—ହାତୀ ପାହୁଲ ପକାଏ ଓ ମଲ୍ଲ କ୍ରୀଡ଼ା ପୂର୍ବରୁ ମଲ୍ଲ ଯଷ୍ଟି ଧରି ପାହୁଲ ପକାଏ। ]