ପାହୁଲା Pāhulā

  • ଦେ. ବି. (ସଂ. ପାଦିକ) — ପାହି ପଇସାର ଏକ ତୃତୀୟାଂଶ; ପାଉଲା — Pie; a copper pie
  • ଦେ. ବି. (ସଂ. ପାଦିକ) — କରତଳ; ନେଡ଼ି — Palm of the hand
  • ପ୍ରାଦେ. (ଗଡ଼ଜାତ) ବି — ପାହୁଲ (ଦେଖ) — Pāhula (See)