ପାଳିତ Pālitā

  • ସଂ. ବିଣ. (ପାଳି ଧାତୁ+କର୍ମ. ତ) — ରକ୍ଷିତ — Protected; preserved
  • ସଂ. ବିଣ. (ପାଳି ଧାତୁ+କର୍ମ. ତ) — ବର୍ଦ୍ଧିତ — Nourished; maintained; brought up
  • ସଂ. ବି — ଶାଖୋଟ ବା ସାହାଡ଼ା ଗଛ — Strebulus Asher (tree)