ପାଳିନ୍ଦ Pāḻinda

  • ସଂ. ବି—(ପାଳି ଧାତୁ=ପ୍ରତିପାଳନ କରିବା+ଇନ୍ଦ୍=ମଧୁ— ମକ୍ଷିକାମାନଙ୍କୁ ପ୍ରତିପାଳନ କରେ ବୋଲି) — କୁନ୍ଦଫୁଲ — A short of jasmine