ପାଳିକା Pāḻikā

  • ସଂ. ବି. (ପାଳି+କ+ସ୍ତ୍ରୀ. ଆ) — ଶସ୍ତ୍ରର ତୀକ୍ଷ୍ଣ ଧାର — Sharp edge of a weapon
  • ସଂ. ବି. (ପାଳି+କ+ସ୍ତ୍ରୀ. ଆ) — କାନପତ୍ର — Lobe of the ear