ପାଳିନ୍ଦୀ Pāḻindī

  • ସଂ. ବି—(ପାଳି ଧାତୁ+ଇନ୍ଦ+ସ୍ତ୍ରୀ. ଈ) — ତ୍ରିବୃତ; ତିହୁଡ଼ୀ ଲତା; ଶ୍ୟାମଲତା — A medicinal creeper; Ipomea Turpe Thum
  • ସଂ. ବି—(ପାଳି ଧାତୁ+ଇନ୍ଦ+ସ୍ତ୍ରୀ. ଈ) — କୁଆମଇତା (ହରେକୃଷ୍ଣ ଦ୍ରବ୍ୟଗୁଣ) — A kind of cucurbitatious fruit and its creeper