ପାଳତୀ Pāḻatī
- ଦେ. ବି. ସ୍ତ୍ରୀ — (ସଂ. ପାଳିତା)—ପୋଇଲୀ — Maid servant
- ଦେ. ବି. ସ୍ତ୍ରୀ — କାହିଁ ପାଇଁ ତୁମ୍ଭେ ଘଷିବ ମୋର ଗୋଡ଼, ପାଳତୀଏ ଅଛନ୍ତି ତୁମ୍ଭଠାରୁ ବଡ଼। କୃଷ୍ଣସିଂହ, ମହାଭାରତ, ବିରାଟ।
- ଦେ. ବି. ସ୍ତ୍ରୀ — (ସଂ. ପାଳୟିତ୍ରୀ) ଯେଉଁ ଦାସୀ ରାଜକୁମାର ବା ରାଜକୁମାରୀଙ୍କୁ ପାଳିଥାଏ — A maid servant who acts as the foster mother of a prince or princess
- ଦେ. ବି. ସ୍ତ୍ରୀ — ପାଳତୀ ମା (ଦେଖ) — Pāḻatī mā (See)