ପାଳଙ୍ଗ Pāḻaṅga

  • ଦେ. ବି (ସଂ. ପାଳଙ୍କ) — ବର୍ଷାୟୁଃ ଖାଦ୍ୟଶାକବିଶେଷ — A kind of annual potherb; spinach; Spinacia Obracia
  • ଦେ. ବି (ସଂ. ପାଳଙ୍କ) — [ଦ୍ର—ଏହା ଦୁଇପ୍ରକାର 1 —ମିଠା ପାଳଙ୍ଗ ବା ସାଧାରଣ ପାଳଙ୍ଗ। ବଂ—ପାଳଙ୍ଗ। 2 —ଖଟାପାଳଙ୍ଗ— Rumex vesicarius; ବଂ. ଚୁକାପାଲଂ। ଖଟାପାଳଙ୍ଗର ଶାଗ ଖଟା; ଏହାର ମୂଳ ପାଖରୁ ଗୋଛାଏ ପତ୍ର ବାହାରେ। ଏ ଶାକ ଗୁଳ୍ମର ଡାଙ୍ଗ ହୁଏ ନାହିଁ; ମୂଳରୁ ପତ୍ରଗୁଚ୍ଛ ବାହାରେ; କେନ୍ଦ୍ର ବୀଜରୁ ଗୋଟିଏ ଲମ୍ବ ଡାଙ୍ଗ ବାହାରେ ସେଥିରେ ଫୁଲ ଓ ଫଳ ପେନ୍ଥା ଧରେ। ବୈଦ୍ୟଶାସ୍ତ୍ର ମତରେ ଏହା ବାତଜନକ, ଶୀତବୀର୍ଯ୍ୟ, ଶ୍ଳେଷ୍ମକର, ଭେଦକ, ଗୁରୁ, ବିଷ୍ଟମ୍ଭୀ ଏବଂ ମଦରୋଗ, ଶ୍ୱାସ, ରକ୍ତପିତ୍ତ ଓ ବିଷଦୋଷନାଶକ।] — [ଦ୍ର—ଏହା ଦୁଇପ୍ରକାର1—ମିଠା ପାଳଙ୍ଗ ବା ସାଧାରଣ ପାଳଙ୍ଗ ବଂ—ପାଳଙ୍ଗ2—ଖଟାପାଳଙ୍ଗ— Rumex vesicarius; ବଂ. ଚୁକାପାଲଂ ଖଟାପାଳଙ୍ଗର ଶାଗ ଖଟା; ଏହାର ମୂଳ ପାଖରୁ ଗୋଛାଏ ପତ୍ର ବାହାରେ ଏ ଶାକ ଗୁଳ୍ମର ଡାଙ୍ଗ ହୁଏ ନାହିଁ; ମୂଳରୁ ପତ୍ରଗୁଚ୍ଛ ବାହାରେ; କେନ୍ଦ୍ର ବୀଜରୁ ଗୋଟିଏ ଲମ୍ବ ଡାଙ୍ଗ ବାହାରେ ସେଥିରେ ଫୁଲ ଓ ଫଳ ପେନ୍ଥା ଧରେ ବୈଦ୍ୟଶାସ୍ତ୍ର ମତରେ ଏହା ବାତଜନକ, ଶୀତବୀର୍ଯ୍ୟ, ଶ୍ଳେଷ୍ମକର, ଭେଦକ, ଗୁରୁ, ବିଷ୍ଟମ୍ଭୀ ଏବଂ ମଦରୋଗ, ଶ୍ୱାସ, ରକ୍ତପିତ୍ତ ଓ ବିଷଦୋଷନାଶକ]
  • ସଂ. ବି — ପାଲଙ୍କ (ଦେଖ) — Pālaṅka (See)