ପାଳ ବାଇଗଣ Pāḻa bāigaṇa

  • ପ୍ରାଦେ. (ବାଲେଶ୍ୱର) ବି — ପାଳ ଜମିରେ ଜନ୍ମୁଥିବା ବାଇଗଣ; ପାଳୁଆ ବାଇଗଣ
  • ପ୍ରାଦେ. (ବାଲେଶ୍ୱର) ବି — [ଦ୍ର—ଏହା ବାଡ଼ି ବାଇଗଣ ଠାରୁ ଆକୃତିରେ ବଡ଼, କିନ୍ତୁ ସେପରି ସୁସ୍ୱାଦୁ ନୁହେଁ।]