ପାଳ ଛତୁ Pāḻa chhatu

  • ଦେ. ବି — ପାଳ ଜମା ଥିବା ସ୍ଥାନରେ ପାଳ ସଢ଼ିଯିବା ପରେ ଉଠିବା ଏକପ୍ରକାର ଛତୁ — Mushrooms growing on the site of rotten straw rick
  • ଦେ. ବି — [ଦ୍ର—ଏହି ଛତୁ ତରକାରୀ ଓ ପତର ପୋଡ଼ା ରୂପେ ବ୍ୟବହୃତ ହୁଏ। ପାଳଗଦାରେ ଲୁଣ ପାଣି ଢାଳିଲେ ବେଶି ପରିମାଣରେ ଛତୁ ଫୁଟେ।]