ପାଳ Pāḻa
- ସଂ. ବିଣ—(ପା ଧାତୁ ଣିଚ୍; ପାଳି ଧାତୁ=ରକ୍ଷା କରିବା+ଅ; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ) — ପ୍ରତିପାଳକ — Maintainer
- ସଂ. ବିଣ—(ପା ଧାତୁ ଣିଚ୍; ପାଳି ଧାତୁ=ରକ୍ଷା କରିବା+ଅ; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ) — (ଯଥା—ଭୂପାଳ)
- ସଂ. ବିଣ—(ପା ଧାତୁ ଣିଚ୍; ପାଳି ଧାତୁ=ରକ୍ଷା କରିବା+ଅ; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ) — ରକ୍ଷକ; ଜଗୁଆଳ — Protector; keeper
- ସଂ. ବିଣ—(ପା ଧାତୁ ଣିଚ୍; ପାଳି ଧାତୁ=ରକ୍ଷା କରିବା+ଅ; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ) — (ଯଥା—ଅଶ୍ୱପାଳ; ଗୋପାଳ)
- ସଂ. ବିଣ—(ପା ଧାତୁ ଣିଚ୍; ପାଳି ଧାତୁ=ରକ୍ଷା କରିବା+ଅ; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ) — ଜଗୁଆଳି — Watchman
- ସଂ. ବିଣ—(ପା ଧାତୁ ଣିଚ୍; ପାଳି ଧାତୁ=ରକ୍ଷା କରିବା+ଅ; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ) — (ଯଥା—ଦ୍ୱାରପାଳ।)
- ସଂ. ବିଣ—(ପା ଧାତୁ ଣିଚ୍; ପାଳି ଧାତୁ=ରକ୍ଷା କରିବା+ଅ; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ) — ପିକଦାନୀ (ହି. ଶ) — Spittoon; spitting pot
- ସଂ. ବିଣ—(ପା ଧାତୁ ଣିଚ୍; ପାଳି ଧାତୁ=ରକ୍ଷା କରିବା+ଅ; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ) — ଚିତ୍ରକ ବୃକ୍ଷ (ହି. ଶ) — Leadwort
- ସଂ. ବିଣ—(ପା ଧାତୁ ଣିଚ୍; ପାଳି ଧାତୁ=ରକ୍ଷା କରିବା+ଅ; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ) — ପଶୁଚାରଣକାରୀ ବ୍ୟକ୍ତି; ରଖୁଆଳ — A herdsman (Apte)
- ସଂ. ବିଣ—(ପା ଧାତୁ ଣିଚ୍; ପାଳି ଧାତୁ=ରକ୍ଷା କରିବା+ଅ; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ) — ଦଳ; ସମୂହ; ପଲ୍ହ — Herd; flock
- ଦେ. ବି — (ସଂ. ପଲାଳ)—କୁଟା — Crushed straw; trodden straw
- ଦେ. ବି — (ସଂ. ପାଳି—ପାଣି ଅଟକାଇବା ବନ୍ଧ; ପଲଳ= ପଙ୍କ; ପଟୁ)—ନଦୀଗର୍ଭସ୍ଥ ବା ନଦୀତୀରସ୍ଥ ପଟୁ ପଡ଼ିଥିବା ଉର୍ବରା ଜମି — Silted land on the bed or bank of a river