ପାଲ୍କା Pālkā

  • ଦେ. ବି—(ସଂ. ପଲ୍ଲବ) — ମିସ୍ତ୍ରୀମାନେ କାନ୍ଥ ଆଦିର ସମତଳରୁ ଉପରକୁ ଉଠାଇ କରିବା ଚୂନ କାମ — Raised ridges made on wall with lime