ପାଳ ପକେଇ ଉଚ୍ଚ ହେବା Pāḻa pakei uchcha hebā

  • ଦେ. (ପ୍ରବଚନ) — କୌଣସି କାରଣ ନ ଥାଇ ବା କେହି ବଡ଼ ବୋଲି କହୁ ନ ଥିଲା ବେଳେ ଆପେ ନିଜକୁ ବଡ଼ ବୋଲି ଭାବିବା ଓ ଦେଖାଇ ହେବା — To boast for nothing; to vainly boast of one's greatness without any foundation