ପାରିବା Pāribā
- ଦେ. କ୍ରି. (ସଂ. ପର ଧାତୁ=କର୍ମ ସମାପ୍ତ କରିବା, କ୍ଷମ ହେବା; ତୁଳ; ତା. ପେରୁ=(ବଢ଼ିବା) କ୍ଷମ ହେବା; ସମର୍ଥ ହେବା — To be able
- ଦେ. କ୍ରି. (ସଂ. ପର ଧାତୁ=କର୍ମ ସମାପ୍ତ କରିବା, କ୍ଷମ ହେବା; ତୁଳ; ତା. ପେରୁ=(ବଢ଼ିବା) ଯୋଗ୍ୟ ହେବା — To be fit
- ଦେ. କ୍ରି. (ସଂ. ପର ଧାତୁ=କର୍ମ ସମାପ୍ତ କରିବା, କ୍ଷମ ହେବା; ତୁଳ; ତା. ପେରୁ=(ବଢ଼ିବା) (ସଂ. ପତ୍ ଧାତୁ ଣିଚ୍ ପାତି ଧାତୁ) ପାରିବା; ପାତିବା; ଭୂଇଁରେ ବିଛାଇବା; ପକାଇବା — To spread on the ground
- ଦେ. କ୍ରି. (ସଂ. ପର ଧାତୁ=କର୍ମ ସମାପ୍ତ କରିବା, କ୍ଷମ ହେବା; ତୁଳ; ତା. ପେରୁ=(ବଢ଼ିବା) ଯଥା—ଶେଯ ପାରିବା
- ଦେ. କ୍ରି. (ସଂ. ପର ଧାତୁ=କର୍ମ ସମାପ୍ତ କରିବା, କ୍ଷମ ହେବା; ତୁଳ; ତା. ପେରୁ=(ବଢ଼ିବା) (କାନକୁ ଶ୍ରବଣାର୍ଥ) ପାତିବା — To set ready or direct (one's ears to hear something more clearly.)
- ଦେ. କ୍ରି. (ସଂ. ପର ଧାତୁ=କର୍ମ ସମାପ୍ତ କରିବା, କ୍ଷମ ହେବା; ତୁଳ; ତା. ପେରୁ=(ବଢ଼ିବା) ଯଥା—କାନ ପାରିବା
- ଦେ. କ୍ରି. (ସଂ. ପର ଧାତୁ=କର୍ମ ସମାପ୍ତ କରିବା, କ୍ଷମ ହେବା; ତୁଳ; ତା. ପେରୁ=(ବଢ଼ିବା) ସ୍ଥାପନ କରିବା — To place; to set up
- ଦେ. କ୍ରି. (ସଂ. ପର ଧାତୁ=କର୍ମ ସମାପ୍ତ କରିବା, କ୍ଷମ ହେବା; ତୁଳ; ତା. ପେରୁ=(ବଢ଼ିବା) ପାରିଲେଣି ଏବେ ଦେବ ବିକର୍ତ୍ତନ ଭାଲେରି ଶିଖରେ ସ୍ୱର୍ଣ୍ଣ ସିଂହାସନ। ରାଧାନାଥ, ଚିଲିକା।
- ଦେ. କ୍ରି. (ସଂ. ପର ଧାତୁ=କର୍ମ ସମାପ୍ତ କରିବା, କ୍ଷମ ହେବା; ତୁଳ; ତା. ପେରୁ=(ବଢ଼ିବା) ଗଛରୁ ଫଳ ଆଦି ଘେନିବା; ତୋଳିବା — To pluck fruits from trees
- ଦେ. କ୍ରି. (ସଂ. ପର ଧାତୁ=କର୍ମ ସମାପ୍ତ କରିବା, କ୍ଷମ ହେବା; ତୁଳ; ତା. ପେରୁ=(ବଢ଼ିବା) (ଯଥା—ନଡ଼ିଆ ପାରିବା।)
- ଦେ. କ୍ରି. (ସଂ. ପର ଧାତୁ=କର୍ମ ସମାପ୍ତ କରିବା, କ୍ଷମ ହେବା; ତୁଳ; ତା. ପେରୁ=(ବଢ଼ିବା) ସମକକ୍ଷ ହେବା; ତୁଲ୍ୟ ହେବା — To be equal to
- ଦେ. କ୍ରି. (ସଂ. ପର ଧାତୁ=କର୍ମ ସମାପ୍ତ କରିବା, କ୍ଷମ ହେବା; ତୁଳ; ତା. ପେରୁ=(ବଢ଼ିବା) (ଯଥା—ପଢ଼ାରେ ତୋ ସଙ୍ଗେ ମୁଁ ପାରିବି ନାହିଁ।)