ପାରିଭଦ୍ର Pāribhadra
- ସଂ. ବି. (ପରି=ସମ୍ପୂର୍ଣ୍ଣରୂପେ+ଭଦ୍ର=ସୌଭାଗ୍ୟ+ଅ) — ପାରିଜାତ (ଦେଖ) — Pārijāta (See)
- ସଂ. ବି. (ପରି=ସମ୍ପୂର୍ଣ୍ଣରୂପେ+ଭଦ୍ର=ସୌଭାଗ୍ୟ+ଅ) — ପାଳଧୁଆ (ଦେଖ) — Pāḻadhuā (See)
- ସଂ. ବି. (ପରି=ସମ୍ପୂର୍ଣ୍ଣରୂପେ+ଭଦ୍ର=ସୌଭାଗ୍ୟ+ଅ) — ଦେବଦାରୁ ଗଛ — Pine tree
- ସଂ. ବି. (ପରି=ସମ୍ପୂର୍ଣ୍ଣରୂପେ+ଭଦ୍ର=ସୌଭାଗ୍ୟ+ଅ) — ନିମ୍ବଗଛ — The Nim tree