ପାରିପ୍ଳବ Pāripḻaba
- ସଂ. ବିଣ. (ପରିପ୍ଳବ+ସ୍ୱାର୍ଥେ. ଅ) — ବେପମାନ; କମ୍ପମାନ; ପରିପ୍ଳବ — Trembling; shivering; unsteady; tremulous
- ସଂ. ବିଣ. (ପରିପ୍ଳବ+ସ୍ୱାର୍ଥେ. ଅ) — ଅସ୍ଥିର; କାତର; ବ୍ୟାକୁଳ — Troubled; agitated; bewildered
- ସଂ. ବିଣ. (ପରିପ୍ଳବ+ସ୍ୱାର୍ଥେ. ଅ) — ପହଁରୁଥିବା; ଭାସମାନ — Swimming; floating
- ସଂ. ବି. 1 —(ନାମ) — ହିନ୍ଦୁମାନଙ୍କର ତୀର୍ଥବିଶେଷ — 1. A sacred place of the Hindus
- ସଂ. ବି. 1 —(ନାମ) — କୁରୁକ୍ଷେତ୍ର ପାରିପ୍ଳବରେ ସ୍ନାନ କଲେ ଅଗ୍ନିଷ୍ଟୋମ ଫଳ ଳଭଇ ସେହୁ ଭଲେ। କୃଷ୍ଣସିଂହ, ମହାଭାରତ, ବନ।
- ସଂ. ବି. 1 —(ନାମ) — ଡଙ୍ଗା — Boat (Apte).,
- ସଂ. ବି. 1 —(ନାମ) — ଅସ୍ଥିରତା — Restlessness (Apte)
- ସଂ. ବି. 1 —(ନାମ) — ଜଳପକ୍ଷି ବିଶେଷ (ହି. ଶ) — A kind of aquatic bird