ପାପଡ଼ି Pāpaṟḍ̠i

  • ଦେ. ବି. (ସଂ. ପର୍ପଟୀ) — ହିମାଳୟରେ ଉତ୍ପନ୍ନ କ୍ଷୁଦ୍ରଶାକ ବିଶେଷ — Podophyllum Emodi; a medicinal plant
  • ଦେ. ବି. (ସଂ. ପର୍ପଟୀ) — [ଦ୍ର—ଏହାର ମୂଳରେ ରେଚକ ଔଷଧ ହୁଏ।]
  • ଦେ. ବି. (ସଂ. ପର୍ପଟୀ) — ଘରପୋଡ଼ିଆ (ଦେଖ) — Gharapoṟḍ̠iā (See)
  • ଦେ. ବି. (ସଂ. ପର୍ପଟୀ) — ପାପଡ଼ 1 (ଦେଖ) — ପାପଡ଼1(ଦେଖ)—. Pāpaṟda 1 (See)
  • ପ୍ରାଦେ. (ବାଲେଶ୍ୱର) ବି — ଏକପ୍ରକାର ଲୁଣିମାଛ — A kind of sea-fish
  • ପ୍ରାଦେ. (ବାଲେଶ୍ୱର) ବି — [ଦ୍ର—ଏମାନେ ନଈ ମୁହାଣରେ ମିଳନ୍ତି।]