ପାପଦୃଷ୍ଟି Pāpadṛushṭi
- ସଂ. ବି — ପାପଯୁକ୍ତ ଉଦ୍ଦେଶ୍ୟ ସହିତ କୌଣସି ବ୍ୟକ୍ତିକୁ ଦେଖିବା — Sinful look; looking on a person with a sinster motive
- ସଂ. ବି — ପ୍ରତିକୂଳ ଦୃଷ୍ଟି — Evil eye
- ସଂ. ବି — ଅଶୁଭକର ଦୃଷ୍ଟି — Inauspicious look
- ସଂ. ବିଣ. (ବହୁବ୍ରୀହି) — ଯାହାର ଦୃଷ୍ଟି ପାପମୟ ଅଟେ — 1. Having a sinful glance
- ସଂ. ବିଣ. (ବହୁବ୍ରୀହି) — ଯାହାର ଦୃଷ୍ଟି ଅମଙ୍ଗଳକର — Having an inauspicious glance