ପାପମୟ Pāpamaya

  • ସଂ. ବିଣ. (ପାପ+ ପୂର୍ଣ୍ଣାର୍ଥେ. ମୟ) — ପାପରେ ପୂର୍ଣ୍ଣ (କର୍ମ, ଜୀବନ) — 2. Sinful; full of sin
  • ସଂ. ବିଣ. (ପାପ+ ପୂର୍ଣ୍ଣାର୍ଥେ. ମୟ) — ଯେଉଁ ବ୍ୟକ୍ତିର ଚିନ୍ତା, କର୍ମ ଓ ଚେଷ୍ଟା ପାପରେ ପୂର୍ଣ୍ଣ; ପାପୀ — (a person) Sinful in thought, act and endeavours