ପାପଲ୍ଲବ Pāpallaba

  • ଦେ. ବି. (ସଂ. ପାଦ+ ପଲ୍ଲବ; ତୁଳ; କରପଲ୍ଲବ) — (ଗୁରୁଜନ, ଦେବତା, ମହାପୁରୁଷ ଓ ସୁନ୍ଦରୀ ସ୍ତ୍ରୀଙ୍କ ପାଦ ପ୍ରତି ଏ ଶବ୍ଦ ଯୁକ୍ତ ହୁଏ) ପଲ୍ଲବ ସଙ୍ଗେ ତୁଳିତ ପାଦ; କୋମଳ ପାଦ — Dainty feet; tender feet
  • ଦେ. ବି. (ସଂ. ପାଦ+ ପଲ୍ଲବ; ତୁଳ; କରପଲ୍ଲବ) — ପାପଲ୍ଲବ ମହାପାବଲବ ନ ରଖେ ସ୍ମରଣ କ୍ଷଣିରେ। କବିସୂର୍ଯ୍ୟ. ଚନ୍ଦ୍ରକଳା।