ପାପାଚାର Pāpāchāra

  • ସଂ. ବିଣ. ପୁଂ. (ପାପ+ ଆଚାର) — ପାପାଚାରୀ (ଦେଖ) — Pāpāchāri (See)
  • ସଂ. ବି. ( 6 ଷ୍ଠୀ ତତ୍) — ପାପଯୁକ୍ତ ଆଚାର; ପାପାଚରଣ (ଦେଖ) — Pāpācharaṇa (See)