ପାପାତ୍ମା Pāpātmā

  • ସଂ. ବିଣ. (ବହୁବ୍ରୀହି; ପାପ+ଆତ୍ମନ୍) — ପାପଚେତା; ପାପରେ ଅନୁରକ୍ତ — Sinful; sinning
  • ସଂ. ବିଣ. (ବହୁବ୍ରୀହି; ପାପ+ଆତ୍ମନ୍) — ଦୁଷ୍ଟାତ୍ମା — Of wicked disposition