ପାପିଷ୍ଠ Pāpishṭha

  • ସଂ. ବିଣ. ପୁଂ. (ପାପ+ ଅତ୍ୟନ୍ତାର୍ଥେ. ଇଷ୍ଠ) — ମହାପାପୀ — Very sinful
  • ସଂ. ବିଣ. ପୁଂ. (ପାପ+ ଅତ୍ୟନ୍ତାର୍ଥେ. ଇଷ୍ଠ) — ଅପରାଧୀ — Guilty