ପାପଗ୍ରହ Pāpa graha
- ସଂ. ବି. (ଜ୍ୟୋତିଷ) — ଅମଙ୍ଗଳକାରୀ କେତେକ ଗ୍ରହ — 1. Some of the inauspicious planets in Hindu astrology
- ସଂ. ବି. (ଜ୍ୟୋତିଷ) — [ଦ୍ର—ଶନି, ରବି, ମଙ୍ଗଳ, ରାହୁ ଓ କେତୁ ଏମାନେ ପାପଗ୍ରହ ଓ ଏମାନଙ୍କ ମଧ୍ୟରୁ ବୁଧ ସଙ୍ଗେ ଯୁକ୍ତ କୌଣସି ଗ୍ରହ ପାପଗ୍ରହ।]
- ସଂ. ବି. (ଜ୍ୟୋତିଷ) — (ଫଳିତ ଜ୍ୟୋତିଷ)—କୃଷ୍ଣ ଅଷ୍ଟମୀଠୀରୁ ଶୁକ୍ଳାଷ୍ଟମୀ ପର୍ଯ୍ୟନ୍ତ ଦେଖାଯିବା ଚନ୍ଦ୍ର (ହି. ଶ.) — (astrology) The moon in its phases from the 8th day of the dark lunar fortnight to the 8th day of the bright fortnight