ପାପ ଶୋଧନ Pāpa ṡodhana

  • ସଂ. ବି. (ପାପ+ ଶୋଧନ) — ( 6 ଷ୍ଠୀ ତତ୍) ପ୍ରାୟଶ୍ଚିତ୍ତାଦି ଦ୍ୱାରା ପାପଶୁଦ୍ଧି — (6ଷ୍ଠୀ ତତ୍) ପ୍ରାୟଶ୍ଚିତ୍ତାଦି ଦ୍ୱାରା ପାପଶୁଦ୍ଧି—. Purification of a sinner by expiation
  • ସଂ. ବି. (ପାପ+ ଶୋଧନ) — (ବହୁବ୍ରୀହି) ତୀର୍ଥସ୍ଥାନ (ହି. ଶ.) — Any place of pilgrimage