ପାପଘ୍ନ Pāpaghna

  • ସଂ. ବିଣ. ପୁଂ—[ପାପ+ହନ୍ ଧାତୁ+ କ୍ୱିପ୍] — ଯାହା ମନୁଷ୍ୟର ପାପ ନାଶ କରେ; ପାପନାଶକ — Destroying one's sins
  • ସଂ. ବି. — ରାଶି; ତିଳ — Sesame; sesamum seed