ପାନ ଖିଲ Pāna khila
- ଦେ. ବି (ସଂ. ପର୍ଣ୍ଣ+ କୀଳକ) — ଗୁଆ ସମଲା ଆଦିରେ ପୂର୍ଣ୍ଣ କରି ମୋଡ଼ା ଯାଇଥିବା ପାନର କାହାଳୀ — Betel leaf rolled into a packet and containing spices, lime, catechu and small pieces of betel nuts
- ଦେ. ବି (ସଂ. ପର୍ଣ୍ଣ+ କୀଳକ) — [ଦ୍ର—ପାନକୁ ଦୁଇ ଫାଳ କରି ଚିରି ତହିଁରେ ଚୂନ ବୋଳି ଖଇର, ଭଙ୍ଗା ଗୁଆ, ମସଲା ଓ ତମାଖୁର ଗୁଣ୍ଡି ଦେଇ ନାନା— ଆକାରରେ ପାନଖିଲ ମୋଡ଼ାଯାଏ। ଯେଉଁ ପାନଖିଲ ମଧ୍ୟରେ ଗୁଣ୍ଡି ଦିଆଯାଇ ନ ଥାଏ ତାକୁ ସାଦା (ଧା) ଖିଲ ଓ ଯହିଁରେ ଗୁଣ୍ଡି ଥାଏ ତାକୁ କଡ଼ା ଖିଲ କହନ୍ତି।]